ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମର ଜଣେ ଯୁବକ ରବିବାର ରାତିରେ ବକେରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ଛାନୁଆ ଗ୍ରାମର ଶ୍ରୀନିବାସ ବାରିକଙ୍କ ପୁଅ ଶମ୍ଭୁ (୨୫)। ଶମ୍ଭୁ ରବିବାର ରାତିରେ ନିଜ ଘର ଓରାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏନେଇ ବସ୍ତା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Popular Categories



