www.samajalive.in
Wednesday, December 10, 2025
14.1 C
Bhubaneswar

ସାକ୍ଷୀଗୋପାଳ ବଜାରରେ ସାମାଜିକ ଦୂରତା ରକ୍ଷା କର ; ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ସୁଆଣ୍ଡୋ : କରୋନା ସଂକ୍ରମଣର ଭୟାବହତାକୁ ନେଇ ଏବେ ଆକ୍ସନ ମୁଡ୍ ରେ ପୁରୀଜିଲା ସତ୍ୟବାଦୀ ବ୍ଲକ ପ୍ରଶାସନ। ସାକ୍ଷୀଗୋପାଳ ବଜାରରେ ବ୍ୟବସାୟୀମାନେ ନିଜେ  ସମ ଦୂରତା ରକ୍ଷା କରି ବ୍ୟବସାୟ କରିବା ପାଇଁ ଚେତାବନୀ ଦିଆଯାଇଛି। ଯଦି ଏଥିରେ ତ୍ରୁଟି ହୁଏ, ତେବେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କସ୍ତୁରୀ ପ୍ରଧାନ କହିଛନ୍ତି। ଲକ ଡାଉନ ଶୃଙ୍ଖଳାକୁ ନମାନିବା ହେତୁ ସତ୍ୟବାଦୀ ଅଞ୍ଚଳର ଇନ୍ଦିପୁର ସାରଙ୍ଗଯୋଡି ଓ ଗବକୁଣ୍ଡ ହାଟ ଅନିର୍ଦ୍ଦିଷ୍ଟ ସମୟ ପାଇଁ ପ୍ରଶାସନ ତରଫରୁ ବନ୍ଦ କରାଯାଇଛି। କେତେକ ବିଶୃଙ୍ଖଳ ଯୁବକ ଆଜି ସକାଳେ ବାଇକ ଧରି ବଜାରରେ ଚକ୍କର କାଟୁଥିବା ବେଳେ ସତ୍ୟବାଦୀ ପୁଲିସ ତାଙ୍କୁ ଧରି ଥାନାରେ ଅଟକ ରଖିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories