www.samajalive.in
Saturday, December 6, 2025
23.1 C
Bhubaneswar

ରାଶି ଅନୁଯାୟୀ ଜାଣନ୍ତୁ କେଉଁ ଦିନ କ’ଣ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ ..

କିଛି କାର୍ଯ୍ୟ କରିବା ପୂର୍ବରୁ ସର୍ବଦା ତାହା ଆପଣଙ୍କ ପାଇଁ ଭଲ କି ଖରାପ ହେବ ତାହା ଜାଣି ନେବା ଉଚିତ୍। କାରଣ କିଛି ଭଲ କାମ ଦ୍ବାରା ଆପଣ ଉନ୍ନତି ଦିଗକୁ ଅଗ୍ରସର ହୋଇଥାଆନ୍ତି। କିନ୍ତୁ କିଛି ଖରାପ କାର୍ଯ୍ୟ ଦ୍ବାରା ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ତେବେ ବେଳେବେଳେ ଦେଖାଯାଇଥାଏ ଯେ, କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ବେଳେ ଅନେକ ଅସୁବିଧା ହୋଇଥିବାର ଦେଖିବାକୁ ମିଳେ। ତେବେ ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିଛି ମହତ୍ତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍। ନୂଆ କାର୍ଯ୍ୟ ସହ ଜଡିତ କିଛି ମହତ୍ତ୍ବପୂର୍ଣ୍ଣ କଥା ସମ୍ବନ୍ଧରେ ଜାଣିବା ଉଚିତ। ଆସନ୍ତୁ ଜାଣିବା ସେସବୁ ସମ୍ବନ୍ଧରେ …

ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସାବଧାନ ରହିବା ଉଚିତ୍ ..

- Advertisement -

ନୂଆ କାର୍ଯ୍ୟ ଆରମ୍ଭ ପାଇଁ ସର୍ବଦା ଦିନ ସମୟ ଓ ସଠିକ୍ ସ୍ଥାନ ଚୟନ କରିବା ଉଚିତ୍।

କାମ ହିସାବରେ ନକ୍ଷତ୍ର ଓ ରାଶି ହିସାବରେ ନୂଆ କାର୍ଯ୍ୟ ଆରମ୍ଭ କରିବାର ଦିନ ବାଛିବା ଆବଶ୍ୟକ।

କାର୍ଯ୍ୟ ଆରମ୍ଭ କରିବା ଦିନ ବାର ସମ୍ବନ୍ଧିତ ବସ୍ତୁ ରଖିବା ଉଚିତ୍।

ଜାଣନ୍ତୁ, କେଉଁ ରାଶିର ଲୋକେ କେଉଁ ଦିନ କ’ଣ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ ..

ମେଷ : ଗୁରୁବାର ଦିନ ସୋରିଷ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

ବୃଷ : ଶନିବାର ଦିନ ଘିଅ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

ମିଥୁନ : ଶୁକ୍ରବାର ଦିନ ଦହି ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

କର୍କଟ : ମଙ୍ଗଳବାର ଦିନ ଗୁଡ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

ସିଂହ : ରବିବାର ଦିନ ପାନ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

କନ୍ୟା : ବୁଧବାର ଦିନ ଧନିଆ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

ତୁଳା : ଶୁକ୍ରବାର ଦିନ ଦହି ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

ବିଛା : ରବିବାର ଦିନ ପାନ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

ଧନୁ : ଗୁରୁବାର ଦିନ ହଳଦୀଆ ରଙ୍ଗର ମିଠା ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

ମକର : ସୋମବାର ଦିନ ଦହି ଓ ଚିନି ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

କୁମ୍ଭ : ଶନିବାର ଦିନ ଘିଅ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

ମୀନ : ବୁଧବାର ଦିନ ଧନିଆ ଖାଇ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories