www.samajalive.in
Sunday, December 14, 2025
19.1 C
Bhubaneswar

ଦୁଇ ମାସ ପରେ ରିଲିଜ୍ ହେବ ‘ସଞ୍ଜୁ’ ; ବୃଦ୍ଧି ପାଉଛି ଟିଜର୍‌ର ଲୋକପ୍ରିୟତା

ମୁମ୍ବଇ : ଆଜକୁ ଠିକ୍ ଦୁଇ ମାସ ପରେ ରିଲିଜ୍ ହେବ ରଣବୀର କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ’ସଞ୍ଜୁ’ । ଯାହାକୁ ଦର୍ଶକ ବେଶ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି। ନିର୍ଦେଶକ ରାଜ କୁମାର ହିରାନୀ ନିଜର ଏହି ଆଗାମୀ ଫିଲ୍ମ ମଧ୍ୟମରେ ବକ୍ସ ଅଫିସରେ  ଧମାକା ସୃଷ୍ଟି କରିବାର ଆଶା ରଖିଛନ୍ତି।

ଅନ୍ୟପକ୍ଷରେ ଗତ ମଙ୍ଗଳବାର ରିଲିଜ ହୋଇଥିବା ଫିଲ୍ମର ଟିଜର୍ ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛି। ଏଥିରେ ରଣବୀର କପୁରଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡିଛି। ସଂଜୟ ଦତ୍ତଙ୍କ ଚରିତ୍ରରେ ସେ ନିଖୁଣ ଓ ଜୀବନ୍ତ ଅଭିନୟ କରିଛନ୍ତି। ଖୋଦ ସଂଜୟ ଦତ୍ତ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରବିବାର ସୁଦ୍ଧା ୩୧,୨୭,୪୭୯ ଜଣ ଏହି ଟିଜର ଦେଖିଥିବା ଜଣା ପଡିଛି।

- Advertisement -

ତେବେ ସଂଜୟ ଦତ୍ତ ଟିଜର୍ ଦେଖି ଏତେ ଭାବପ୍ରବଣ ହୋଇ ପଡିଛନ୍ତି ଯେ,  ନିର୍ଦେଶକ ରାଜ କୁମାର ହିରାନୀଙ୍କୁ ତାଙ୍କର ଆାମଗୀ ମୁନ୍ନାଭାଇ ସିରିଜରେ ରଣବୀର କପୁରଙ୍କୁ ନ ନେବା ପାଇଁ  ଅନୁରୋଧ କରିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories