www.samajalive.in
Wednesday, November 12, 2025
28.1 C
Bhubaneswar

ପାକିସ୍ତାନୀଙ୍କ ସହିତ ଓ୍ବାଙ୍ଗଚୁକଙ୍କ ଲିଙ୍କ୍‌ ରହିଛି: ଡିଜିପି

ସମାଜ ଡିଜିଟାଲ ଡେସ୍କ: ଲଦାଖ ହିଂସାରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଲୋକଙ୍କୁ ଉସୁକାଇବା ଅଭିଯୋଗରେ ଗିରଫ ହୋଇଥିବା ସାମାଜିକ କର୍ମୀ ସୋନମ ଓ୍ବାଙ୍ଗଚୁକଙ୍କର ଜଣେ ପାକିସ୍ତାନୀ ପିଆଇଓଙ୍କ ସହିତ ଲିଙ୍କ୍‌ ରହିଥିବା କହିଛନ୍ତି ଲଦାଖ ଡିଜିପି ଡ. ଏସ.ଡି. ସିଂହ ଜାମଓ୍ବାଲ। ଗତ ଶୁକ୍ରବାର ଓ୍ବାଙ୍ଗଚୁକଙ୍କୁ ଗିରଫ କରାଯିବା ପରେ ଜୋଧପୁର ଜେଲକୁ ପଠାଇ ଦିଆଯାଇଛି।

ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଓ୍ବାଙ୍ଗଚୁକ ଉସୁକାଇଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ହିଂସାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଥିଲେ।

- Advertisement -

ଡିଜିପି କହିଛନ୍ତି, ପୁଲିସ ନିକଟରେ ଜଣେ ପାକିସ୍ତାନୀ ପିଆଇଓଙ୍କୁ ଗିରଫ କରିଛି। ସେ ଓ୍ବାଙ୍ଗଚୁକଙ୍କ ସହିତ ସମ୍ପର୍କରେ ରହିଥିଲେ। ଏହାର ତଥ୍ୟ ମିଳିଛି। ଓ୍ବାଙ୍ଗଚୁକ ପାକିସ୍ତାନ ଯାଇ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ବାଂଲାଦେଶ ବି ଯାଇଥିଲେ। ତେଣୁ ତାଙ୍କର ଏପରି ଗସ୍ତ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେସବୁର ତଦନ୍ତ ଚାଲିଛି।

Hot this week

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା...

Related Articles

Popular Categories