www.samajalive.in
Friday, December 5, 2025
20.1 C
Bhubaneswar

ପାରିବାରିକ କଳହର କରୁଣ ପରିଣତି, ଜ୍ୱାଇଁର ଛୁରାମାଡରେ ଶ୍ୱଶୁର ମୃତ

କୋରାପୁଟ : ନାରାୟଣପାଟଣା ବ୍ଲକ ବାସନପୁଟ ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜ୍ୱାଇଁର ଛୁରାମାଡରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଛି। ମୃତଦେହ ଜବତ କରି ପୁଲିସର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗର୍ଭବତୀ ସ୍ତ୍ରୀକୁ ଶ୍ୱଶୁର ମେଡିକାଲରେ ଭର୍ତ୍ତି କରାଇଥିଲେ। ନିଜ ଅନୁପସ୍ଥିତିରେ ମେଡିକାଲରେ ସ୍ତ୍ରୀକୁ ଭର୍ତ୍ତି କରିଥିବାରୁ ଶ୍ୱଶୁରଙ୍କ ଉପରେ ସ୍ୱାମୀ ଉତକ୍ଷିପ୍ତ ହୋଇ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଶ୍ୱଶୁର ରାମଚନ୍ଦ୍ର ହୁଲକା। ବାସନାପୁଟ ଗାଁରେ ଶ୍ୱଶୁର ଓ ଜ୍ୱାଇଁ ଘର ହୋଇଥିବା ଜଣାପଡିଛି। ଘଟଣାପରେ ଅଭିଯୁକ୍ତ ଶାତୁ ପ୍ରାସ୍କାକୁ ନାରାୟଣ ପାଟଣା ପୁଲିସ ଗିରଫ କରିଛି। ସାଇଣ୍ଟିଫିକ୍‌‌ ଟିମ୍‌‌ ଦ୍ୱାରା ଘଟଣାସ୍ଥଳରେ ଛାନଭିନ ଆରମ୍ଭ ହୋଇଛି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories