www.samajalive.in
Monday, November 17, 2025
17.1 C
Bhubaneswar

ସାପ କାମୁଡିବାରୁ ସାପକୁ କାମୁଡିଦେଲେ ଯୁବକ, ଭିଡିଓ ଦେଖି ଲୋକେ କହିଲେ ଏମିତି..

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଅଜବ ଭିଡିଓ ଭାଇରାଲ ହୋଇଥାଏ ଯାହା ଲୋକଙ୍କୁ ଚକିତ କରିଥାଏ । ଏବେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ହସର ଖୋରାକ ଯୋଗାଉଛି । ଭିଡିଓରେ ଏକ ସାପର ଦୃଶ୍ୟ ଦେଖିବାକୁ ମିଳୁଛି ।

 

View this post on Instagram

 

A post shared by Animal relatable meme (@cutecomrade)

- Advertisement -

ଭାଇରାଲ ଭିଡିଓରେ ନଜର ଆସୁଛି କି ଏକ ସାପ ଜଣେ ଯୁବକଙ୍କୁ କାମୁଡୁଛି । ଏହି ସମୟରେ ଯୁବକ ଜଣକ ପ୍ରତିଶୋଧ ନେଇ ସେହି ସାପକୁ ମଧ୍ୟ କାମୁଡି ଦେଉଛନ୍ତି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି । ଏହାକୁ ଏପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ୧୩ ଲକ୍ଷ ଲୋକ ଏହାକୁ ଲାଇକ୍ କରିଛନ୍ତି । ଏଥିରେ ସମସ୍ତେ ପ୍ରତିକ୍ରିୟା ରଖି ମଜାଳିଆ କମେଣ୍ଟ ଦେଉଛନ୍ତି । ଆଉ କିଛି ୟୁଜର୍ ତାଙ୍କ ସାହସର ପ୍ରଶଂସା କରୁଛନ୍ତି । କିଛି ଲୋକେ ଭିଡିଓ ଦେଖି କଟାକ୍ଷ କରି କହୁଛନ୍ତି କି ସେହି ସାପ ଆଉ କେବେ ବି କାହାକୁ କାମୁଡିବନି ।

Hot this week

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

Related Articles

Popular Categories