www.samajalive.in
Monday, December 8, 2025
13.1 C
Bhubaneswar

ବିଧାୟକଙ୍କ ଘରେ ନାଗସାପ, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

ବିଧାୟକଙ୍କ ଘରେ ସାପ । ସ୍ବାଭାବିକ ଭାବରେ ଚମକି ପଡ଼ିବା ପରି କଥା । ହେଲେ କଥାଟି ସତ । ଆଉ ଏହି ବିଧାୟକ ହେଉଛନ୍ତି ରାଜଧାନୀ ଭୁବନେଶ୍ବରର ଟାଣୁଆ ନେତା ଅନନ୍ତ ନାରାୟଣ ଜେନା । ଶ୍ରୀ ଜେନା ୟୁନିଟ୍ ୧ ହାଟ ନିକଟରେ ପାଇଛନ୍ତି ସରକାରୀ କ୍ବାଟର । ଏହି କ୍ବାଟରରେ ଆଜି ଏକ ନାଗସାପ ବୁଲୁଥିବା ଦେଖାଯାଇଥିଲା ।

- Advertisement -

ଏ ସମ୍ପର୍କରେ ସ୍ନେକ ହେଲ୍ପଲାଇନର ସଦସ୍ୟଙ୍କୁ ଖବର ଦେବା ପରେ ଜଣେ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ସାପଟି ନାଗ ପ୍ରଜାତିର । ତାକୁ ଉଦ୍ଧାର କରାଯାଇ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦିଆଯାଇଛି । ପୂର୍ବରୁ ବିଧାନସଭା ପରିସରରୁ ମଧ୍ୟ ନାଗସାପ ଉଦ୍ଧାର ହୋଇଥିଲା । ସେହିପରି ଜଣେ ଆଇଏଏସଙ୍କ ବାସଭବନ ପରିସରରୁ ଏକ ନାଗସାପ କିଛିଦିନ ତଳେ ଉଦ୍ଧାର କରାଯାଇଥିଲା ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories