ଭୁଶୁଡିଲା ନବନିର୍ମିତ କୋଠାରେ ସ୍ଲାବ

0

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ମଜୁରମୁଣ୍ଡାସ୍ଥିତ ସରକାରୀ ପଲିଟେକ୍‌ନକରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ବୁଧବାର ମଧ୍ୟାହ୍ନରେ ସରକାରୀ ପଲିଟେକ୍‌ନକରେ ନବନିର୍ମିତ କୋଠାରେ ସ୍ଲାବ ଭୁଶୁଡି ପଡିଛି । ଦୁର୍ଘଟଣା ବେଳେ ସେଠାରେ ଛାତ୍ରଛାତ୍ର ନ ଥିବାରୁ ଏକ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଏଥିରେ ୫ଟି ମୋଟର ସାଇକେଲ ଭାଙ୍ଗି ଚୁରମାର ହୋଇଯାଇଛି ।

Leave A Reply