www.samajalive.in
Monday, December 15, 2025
26.1 C
Bhubaneswar

ଭାଇ ସହ ଝଗଡା ପରେ ଫୋନ୍‌ ଗିଳି ଦେଲା ଭଉଣୀ- ଅସ୍ତ୍ରୋପଚାର ପରେ ବାହାରିଲା

ଭୋପାଳ – ମଧ୍ୟପ୍ରଦେଶର ଭିଣ୍ଡ୍‌ ରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ସହ ଝଗଡାପରେ ଜଣେ ଯୁବତୀ ଫୋନ୍‌ ଗିଳି ଦେଇ ଗୁରୁତର ହୋଇଛନ୍ତି । ୧୮ ବର୍ଷିୟ ଏହି ଯୁବତୀଙ୍କର ତାଙ୍କ ଭାଇସହ ଫୋନ୍‌ ଦେଖିବାକୁ ନେଇ ଝଗଡା ହୋଇଥିଲା ।

ପରେ ଯୁବତୀ ଜଣଙ୍କ ଫୋନ୍ ଗିଳି ଦେଇଥିଲେ । ଏହି   ଫୋନ୍‌ ପେଟକୁ ଚାଲିଯାଇଥିଲା । ପେଟ କାଟିବା ସହ ବାନ୍ତି ହୋଇଥିଲା । ଡାକ୍ତର ଏପରି ଘଟଣା ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଛୋଟ ଫୋନ୍‌କୁ କେବଳ ଅସ୍ତ୍ରୋପଚାର ପରେ ବାହାରକରାଯାଇ ପାରିବ ବୋଲି ଡାକ୍ତର କହିଥିଲେ ।

- Advertisement -

ପ୍ରାୟ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଫୋନ୍‌ଟି ଯୁବତୀଙ୍କ ପେଟରୁ ବାହାରିଥିଲା । ଅସ୍ତ୍ରୋପଚାରପରେ ସେ ଭଲ ଥିବା କଥା ଚିକିତ୍ସା କରୁଥିବା ଡାକ୍ତର କୁଶଓ୍ୱାହା କହିଛନ୍ତି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories