www.samajalive.in
Friday, December 12, 2025
27.1 C
Bhubaneswar

କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ କୃଷି ଆଇନକୁ ନେଇ ଭ୍ରମ ସୃଷ୍ଟି କରୁଛନ୍ତି : ଶିବରାଜ

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରବିବାର ଦିନ ସିଙ୍ଗରୌଲିରେ ଏୟାରଷ୍ଟ୍ରିପ୍ର ଭର୍ଚୁଆଲ୍ ଭୁମି ପୂଜନ କରିଥିଲେ। ଏହି ଅବସରରେ ସିଙ୍ଗରୌଲିର ବିକାଶ ବ୍ୟତୀତ ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ କୃଷି ସଂସ୍କାର ଉପରେ ଆଇନ ପ୍ରଣୟନ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା। ବର୍ତ୍ତମାନ ମୋଦୀ ସରକାର କୃଷକଙ୍କ ସ୍ୱାର୍ଥ ପାଇଁ ଏହି ଆଇନ କାର୍ୟ୍ୟକାରୀ କରିଛନ୍ତି, ତେବେ କଂଗ୍ରେସ ୟୁ ଟର୍ଣ୍ଣ ନେଉଛି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ସେମାନଙ୍କ ସୁବିଧା ପାଇଁ ଆଇନ ବିଷୟରେ ଭ୍ରମ ସୃଷ୍ଟି କରୁଛନ୍ତି ।

ବଜାର ରହିବ ଏବଂ ସେ ଅନ୍ୟ ବିକଳ୍ପ ମଧ୍ୟ ପାଇବେ, ପ୍ରତିଯୋଗିତା ବଜାର ଯୋଗୁ କୃଷକ ନିଜର ପରିଶ୍ରମ ପାଇଁ ଉପଯୁକ୍ତ ମୂଲ୍ୟ ପାଇବ।
ସେ କହିଛନ୍ତି ଯେ ଦିଲ୍ଲୀ କମ୍ପାନୀ ହୋଶଙ୍ଗାବାଦର ଚାଷୀଙ୍କ ସହ ଚୁକ୍ତି କରିଥିଲା। ସେ ଉତ୍ପାଦ କିଣୁଥିଲେ ମଧ୍ୟ ମୂଲ୍ୟ ବୃଦ୍ଧି ହେଲେ କ୍ରୟ ବନ୍ଦ କରିଦେଲା । ଏହି କମ୍ପାନୀ ବିରୁଦ୍ଧରେ ନୂତନ କୃଷି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ କୃଷକମାନେ ୨୪ ଘଣ୍ଟା ମଧ୍ୟରେ ନ୍ୟାୟ ପାଇଲେ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories