www.samajalive.in
Tuesday, December 9, 2025
16.1 C
Bhubaneswar

ଜାଣନ୍ତି କି ସୁପରଷ୍ଟାର ଶାହାରୁଖ୍‌ ପିନ୍ଧିଥିବା ଏହି ଘଣ୍ଟାର ଦାମ୍‌ କେତେ..

ମୁମ୍ବାଇ : ସୁପରଷ୍ଟାର୍‌ ତଥା ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ପ୍ରଶଂସକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଦିଲ୍ଲୀ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ କିଙ୍ଗ୍‌ଖାନ୍‌ଙ୍କ ପ୍ରଶଂସକ ରହିଛନ୍ତି । ମାତ୍ର ଆପଣ ଜାଣିଛନ୍ତି କି ଶାହାରୁଖ୍‌ ହାତରେ ପିନ୍ଧୁଥିବା ଘଣ୍ଟାର ଦାମ୍‌ କେତେ ।

ଦେଖନ୍ତୁ ଭିଡିଓ; ହଠାତ୍‌ ପଶି ଆସିଲା ଷଣ୍ଢ; ଲାଲ୍‌ ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ..

- Advertisement -

ଏକ ପୋଷ୍ଟ ଅନୁଯାୟୀ, ଶାହାରୁଖ୍‌ଙ୍କ ପୋଷ୍ଟ ହୋଇଥିବା ଏକ ଫଟୋରେ ସେ ହାତରେ ଏକ ଘଣ୍ଟା ପିନ୍ଧିଥିବା ଦେଖାଯାଉଛି। ଶାହାରୁଖ୍‌ ହାତରେ Audemars Piguetର ଘଣ୍ଟା ପିନ୍ଧିଛନ୍ତି। ଏହି ଘଣ୍ଟା ୧୮ କ୍ୟାରେଟ୍‌ ରୋଜ୍‌ ଗୋଲ୍ଡରୁ ତିଆରି କରାଯାଇଛି।
ଘଣ୍ଟାର ଉପର ଅଂଶରେ Rubies ଲଗାଯାଇଛି, ଯାହା ଏହାର ସୁନ୍ଦରତାକୁ ଦ୍ୱିଗୁଣିତ କରିଛି । ଏହି ଘଣ୍ଟାର ଦାମ୍‌ ୭,୦୦,୦୦୦ ଆମେରିକୀୟ ଡଲାର୍‌ । ଭାରତୀୟ ଟଙ୍କା ମୂଲ୍ୟରେ ଏହାର ଦାମ୍‌ ପ୍ରାୟ ୫.୯୦ କୋଟି ଟଙ୍କା ବୋଲି କୁହାଯାଉଛି । ଭାରତ ସମେତ ଦୁନିଆର ଅନ୍ୟ କେତେକ ସ୍ଥାନରେ ଏହି ଘଣ୍ଟାକୁ ପିନ୍ଧିବାକୁ ଅଧିକାଂଶ ପସନ୍ଦ କରନ୍ତି । ଏହି ଘଣ୍ଟାରେ ସମୟ କଣ୍ଟା ସହ ସହ ଦିନ, ମାସ ଓ ତାରିଖର ମଧ୍ୟ କଣ୍ଟା ରହିଛି ।
ଏହି ଘଣ୍ଟାକୁ ସମ୍ପୂର୍ଣ୍ଣ ଭାବେ ରୋଜ୍‌ ଗୋଲ୍ଡରେ ତିଆରି କରାଯାଇଛି । ଦେଖିବାକୁ ମଧ୍ୟ ଘଣ୍ଟା ଖୁବ୍‌ ସୁନ୍ଦର ।

୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ୩ ରାଶିଙ୍କ ଭାଗ୍ୟ ସୁନାଭଳି ଚମକିବ, ମିଳିବ ଲକ୍ଷ୍ମୀ-ନାରାୟଣଙ୍କ କୃପା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories