www.samajalive.in
Sunday, December 14, 2025
23.1 C
Bhubaneswar

ବାହାରେ ଛତୁଆ ପ୍ରସ୍ତୁତି ବୋର୍ଡ, ଭିତରେ ସେକ୍ସ ରାକେଟ – ୧୪ ଗ୍ରାହକ ଅଟକ

ଡେସ୍କ: ରାସ୍ତା କଡ଼ ହୋଟେଲ। ବାହାରେ ବୋର୍ଡରେ ଲେଖାଅଛି ଛତୁଆ ପ୍ରସ୍ତୁତି ୟୁନିଟ କିନ୍ତୁ ଭିତରେ ଚାଲିଥିଲା ଦେହ ବେପାର। ଗତକାଲି ରାତିରେ ଏ ନେଇ ଖବର ପାଇବା ପରେ ପୁଲିସ ଝାରସୁଗୁଡା ଜିଲ୍ଲା ପଞ୍ଚପଡା ଅଞ୍ଚଳର ଏକ ହୋଟେଲରେ ଚଢ଼ାଉ କରିବା ପରେ ୧୩ ଜଣ ଦେହଜୀବୀ ଓ ୧୪ ଜଣ ଗ୍ରାହକଙ୍କୁ ଅଟକ ରଖିଛି। ପୁଲିସ ଚଢ଼ାଉ ବେଳେ କେତେକ ଆପତ୍ତିଜନକ ସାମଗ୍ରୀ ମିଳିଥିବା ଜଣାପଡିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories