www.samajalive.in
Friday, December 12, 2025
16.1 C
Bhubaneswar

ଉଚ୍ଚତମସ୍ତରରେ ସେନସେକ୍ସ: ୪୫୬୦୯ ପଏଣ୍ଟରେ ବନ୍ଦ

ମୁମ୍ବାଇ: ଉଚ୍ଚତମସ୍ତରରେ ପହଞ୍ଚିଛି ସେନସେକ୍ସ । ମଙ୍ଗଳବାର ସେନସେକ୍ସରେ ୧୮୨ ପଏଣ୍ଟ ଅଭିବୃଦ୍ଧି ଘଟି ୪୫୬୦୮ ସ୍ତରରେ ବନ୍ଦ ହୋଇଛି । ସେହିପରି ନିଫ୍ଟିରେ ଆଜି ୩୭ ପଏଣ୍ଟ ବୃଦ୍ଧି ଘଟିଛି ।

ମଙ୍ଗଳବାର  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ , ଟିସିଏସ୍, ଇନଫୋସିସ୍ ଏବଂ ଅଲଟ୍ରାଟେକ୍ ସିମେଣ୍ଟ ବେଶ ସକାରାତ୍ମକ ବ୍ୟବସାୟ କରିଛି । ଏହି ସଂସ୍ଥାଗୁଡ଼ିକର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି । ତେବେ ସେନସେକ୍ସ ଓ ନିଫ୍ଟରେ ଅଭିବୃଦ୍ଧି ଘଟିଥିଲେ ହେଁ ସ୍ମଲ କ୍ୟାପ୍ ଇଣ୍ଡେକ୍ସ କିଛିଟା ହ୍ରାସ ପାଇଛି ।

- Advertisement -

ଅନ୍ୟପକ୍ଷରେ ଆନ୍ତର୍ଜାତିକସ୍ତରରେ ଏୟୀୟ ବଜାରରେ ଷ୍ଟକବଜାର ଚାପଗ୍ରସ୍ତ ହୋଇଥିବା ଅନୁଭୂତ ହୋଇଛି । କରୋନା ଟୀକା ସଂକ୍ରାନ୍ତରେ ବିଭ୍ରାନ୍ତି ଯୋଗୁଁ ଏସୀୟ ଷ୍ଟକ ବଜାରକୁ ପ୍ରଭାବିତ କରିଛି । ୟୁରୋପୀୟ ବଜାରରେ ସେୟାର ବଜାର ମଧ୍ୟ ବିଶେଷ ପରିବର୍ତନ ହୋଇନାହିଁ । ବ୍ରେକ୍ସିଟ୍ ବାଣିଜ୍ୟ କାରବାରରେ ମନ୍ଥର ଅଗ୍ରଗତି ଅନୁଭୂତ ହୋଇଛି । କରୋନା ମହାମାରୀ ପ୍ରଭାବ ଏବେ ବି ୟୁରୋପୀୟ ବଜାରକୁ କବଳିତ କରି ରଖିଛି । ଆଗକୁ ଖ୍ରୀସମାସ ଆସୁଥିବାରୁ ବଜାରରେ ସେତେଟା ଉତ୍ସାହ ଦେଖାଯାଇ ନାହିଁ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories