www.samajalive.in
Saturday, December 13, 2025
21.1 C
Bhubaneswar

ଥାଇଲାଣ୍ଡ ଓପନ୍ ସେମିଫାଇନାଲରେ ସାତ୍ଵିକ-ଚିରାଗ ଓ ଅଶ୍ୱିନୀ-ତନିଶା

ଡେସ୍କ: ୨୦୨୪ ଥାଇଲାଣ୍ଡ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତୀୟ ଯୋଡି ମାଲେସିଆର ଜୁନାଇଦି ଆରିଫ ଓ ରୟ କିଙ୍ଗ ୟାପଙ୍କୁ ୨୧-୭, ୨୧-୧୪ ସ୍କୋରରେ ପରାସ୍ତ କରିଛନ୍ତି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬୯.୧୬% ମତଦାନ

- Advertisement -

ଏହା ପୂର୍ବରୁ ଅଶ୍ୱିନୀ ପୋନ୍ନାପ୍ପା ଓ ତନିଶା କ୍ରାଷ୍ଟୋ ଦକ୍ଷିଣ କୋରିଆର ଲି ୟୁ ଲିମ୍ ଓ ସିନ୍ ସେଉଙ୍ଗ ଚାନଙ୍କ ବିପକ୍ଷରେ ଉତ୍ତେଜନାପୂର୍ଣ୍ଣ ମ୍ୟାଚ୍ ଖେଳି ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଥିଲେ।

ରାଉରକେଲାରେ ଶାହା…ପୁଣି ପୁରୁଣା ପାଠର ଆଲୋଚନା

ଚତୁର୍ଥ ମାନ୍ୟତା ପ୍ରାପ୍ତ ଭାରତୀୟ ଯୋଡ଼ି ଦକ୍ଷିଣ କୋରିଆର ଷଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ୨୧-୧୫, ୨୧-୨୩, ୨୧-୧୯ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ଏକକ କ୍ୱାର୍ଟର ଫାଇନାଲରେ ମୀରାବା ଲୁୱାଙ୍ଗ ମାଇସ୍ନାମଙ୍କ ଚମତ୍କାର ପ୍ରଦର୍ଶନ ବିଶ୍ୱର ଅଷ୍ଟମ ସ୍ଥାନରେ ଥିବା କୁନ୍ଲାଭୁତ ଭିଟିସାର୍ନଙ୍କ ଠାରୁ ୧୨-୨୧, ୫-୨୧ରେ ପରାସ୍ତ ହୋଇଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories