www.samajalive.in
Sunday, December 7, 2025
14.1 C
Bhubaneswar

ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ପ୍ରଭୁ ହନୁମାନଙ୍କ ନିକଟରେ ଚାଳିଶା ପାଠ କରନ୍ତୁ

ପ୍ରତ୍ୟେକ ଗ୍ରହଙ୍କର ନିଜର ଏକ ଦୃଷ୍ଟିଶକ୍ତି ଥାଏ। ଯାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ମ ଅନୁଯାୟୀ ଶୁଭଫଳ ଓ ଅଶୁଭଫଳ ମିଳିଥାଏ। ମାତ୍ର କେତେକ ଗ୍ରହ ଯେପରି ବୃହସ୍ପତି, ମଙ୍ଗଳ ଏବଂ ଶନିଙ୍କ ପାଖରେ ଅନ୍ୟ କେତେକ ଦୃଷ୍ଟି ରହିଛି। ଶନି ନିକଟରେ ଥିବା ଦୃଷ୍ଟିର ପ୍ରଭାବରୁ ରକ୍ଷା ପାଇବାକୁ କେତେକ ଉପାୟ ଅବଲମ୍ବନ କରାଯାଇଥାଏ। ଜାଣନ୍ତୁ ତାହା କ’ଣ ….
ପ୍ରତ୍ୟେକ ଶନିବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ପ୍ରଭୁ ହନୁମାନଙ୍କ ନିକଟରେ ଚାଳିଶା ପାଠ କରନ୍ତୁ।
ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟାକାଳରେ ପଶ୍ଚିମ ଦିଗରେ ଦୀପ ଜଳାଇ ଶନିଙ୍କ ମନ୍ତ୍ର ଜପ କରନ୍ତୁ।
ଘରର ଗୁରୁଜନଙ୍କ ସହ ଭଲ ବ୍ୟବହାର କରନ୍ତୁ।
ନୀଳ ଓ ଆକାଶୀ ରଙ୍ଗର ବସ୍ତ୍ର ଅଧିକ ପରିଧାନ କରନ୍ତୁ।
କେଉଁ ସମୟରେ ଶନିଙ୍କ ଦୃଷ୍ଟି ଶୁଭ ଫଳ ପ୍ରଦାନ କରେ –
ଶନି ଯେଉଁ ସମୟରେ ମକର, କୁମ୍ଭରେ ରହିଲେ ତୁଳା ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ।
ମେଷ, କର୍କଟ, ସିଂହ ରାଶିରେ ରହିଲେ ସେହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିଥାଏ।
ଶନିଙ୍କ ଉପରେ ବୃହସ୍ପତି ଦୃଷ୍ଟି ରହିଲେ ସେହି ସମୟରେ ମଧ୍ୟ ଉତ୍ତମ ଫଳ ମିଳିଥାଏ।
ଶନିଙ୍କ ଶୁଭ ଦୃଷ୍ଟି ପଡ଼ିବା ମାତ୍ରେ ବ୍ୟକ୍ତି ଜୀବନରେ ଥିବା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories