www.samajalive.in
Saturday, December 13, 2025
21.1 C
Bhubaneswar

ଚର୍ଚ୍ଚାରେ ଶନାୟା

ଅଭିନେତା ସଞ୍ଜୟ କପୁରଙ୍କ କନ୍ୟା ତଥା ଅନୀଲ କପୁରଙ୍କ ଝିଆରୀ ଶନାୟା ଏବେ ଚର୍ଚ୍ଚାରେ। ଶନାୟା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ପବ୍ଲିକ କରିଦେଇଛନ୍ତି। ଅର୍ଥାତ୍‌ ତାଙ୍କ ପ୍ରଶଂସକମାନେ ବି ଏବେ ଏହା ଦେଖିପାରିବେ। ପୂର୍ବରୁ ବାନ୍ଧବୀ ସୁହାନା ଖାନ୍‌ ଏବଂ ଅନନ୍ୟା ପାଣ୍ଡେଙ୍କ ଭଳି ଶନାୟା ନିଜ ଆକାଉଣ୍ଟକୁ ବ୍ୟକ୍ତିଗତ ରଖିଥିଲେ। ତାଙ୍କର ଏହି ନିଷ୍ପତ୍ତି ଟ୍ବିଟରରେ ଟ୍ରେଣ୍ଡ ହୋଇଛି। ଚର୍ଚ୍ଚା ଚାଲିଛି ଯେ ଶନାୟା କାଳେ ବଲିଉଡ୍‌ରେ ପଦାର୍ପଣ କରିବେ। ସେଥିପାଇଁ ସେ ନିଜ ଆକାଉଣ୍ଟ ସର୍ବସାଧାରଣଙ୍କ ପାଇଁ ଶେୟାର କରିଛନ୍ତି। ଅବଶ୍ୟ ଶନାୟା ନିଜ ସମ୍ପର୍କୀୟା ଭଉଣୀ ଜାହ୍ନବୀ କପୁରଙ୍କ ଚଳଚ୍ଚିତ୍ର ‘ଗୁଞ୍ଜନ ସକ୍‌ସେନା’ର ସହାୟିକା ନିର୍ଦେଶିକା ଭାବେ ବଲିଉଡ୍‌କୁ ଆସିସାରିଲେଣି। ଏବେ ସେ ଅଭିନୟକୁ ଆସିବା ପାଇଁ ଆଗୁଆ ସୂଚନା ଦେଇଥିବା କୁହାଯାଉଛି। n

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories