www.samajalive.in
Saturday, December 6, 2025
23.1 C
Bhubaneswar

ସାପଙ୍କୁ ଖାଇବାକୁ ଦେଉଛନ୍ତି ବ୍ୟକ୍ତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବର୍ଷା ପାଗରେ ଅନେକ ସମୟରେ ସାପ ନଜର ଆସନ୍ତି । ଖାସ୍ କରି ଗ୍ରାମାଞ୍ଚଳରେ । ଏହି ସମୟରେ ସାପ କାମୁଡିବା ଖବର ଆପଣ ଅନେକ ଶୁଣିଥିବେ । ତେବେ ଆପଣ ଏକାଥରେ ଅନେକ ସାପଙ୍କୁ ଦେଖିଛନ୍ତି କି ? ତାହା ପୁଣି ପୋଷା ସାପ । ସାମାଜିକ ଗଣମାଧ୍ୟମରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ଏକାଥରେ ଶହ ଶହ ସାପ ଦେଖିପାରିବେ ।

- Advertisement -

ଭିଡିଓରେ ନଜର ଆସୁଛି କି ଏକ କାଚ ବାକ୍ସ ଭିତରେ ଶହ ଶହ ସାପ ବୁଲୁଛନ୍ତି । ଏହି ସାପକୁ ଖାଦ୍ୟ ମଧ୍ୟ ଖାଇବାକୁ ଦିଆଯାଉଛି । ସାପଙ୍କୁ ଖାଇବାକୁ ମାଂସ ଦିଆଯାଉଛି । ଏହା ପରେ ସେମାନେ ଖାଇବା ପାଇଁ ମାଡି ଆସୁଛନ୍ତି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓରେ ଆପଣ ଦେଖିପାରିବେ କି ଏକ କାଚ ବାକ୍ସ ଭିତରେ ସାପଗୁଡିକ ଅଛନ୍ତି । ବ୍ୟକ୍ତି ଜଣକ ଖାଇବାକୁ ଆଣିବା ପରେ ସମସ୍ତେ ସେହି ପ୍ଲେଟରୁ ମାଂସ ଖାଇବାକୁ ଲାଗିପଡୁଛନ୍ତି । ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

୨୮ରେ ଖୋଲିବ ହୀରାକୁଦ ଗେଟ୍‌ ; ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories