www.samajalive.in
Saturday, December 13, 2025
21.1 C
Bhubaneswar

ରାଜସ୍ୱ ବିଭାଗର ଚଢଉ, ବେଆଇନ ବାଲି ବୋଝେଇ ମିନିଟ୍ରକ ଜବତ -୧୦ ହଜାର ୧୨୦ ଟଙ୍କା ଜୋରିମାନା

ପାଟଣା – କେନ୍ଦୁଝର ଜିଲ୍ଲା ପାଟଣା ତହସିଲର ଅଞ୍ଚଳର ବିଭିନ୍ନ ନଦୀ ଶଯ୍ୟାରୁ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗ । ମଙ୍ଗଳବାରରେ ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ ଙ୍କ ନେତୃତ୍ୱରେ କେନ୍ଦେଇପଶି ଆର୍ ଆଇ ସର୍କଲ ରେ ଚଢଉ କରାଯାଇଥିଲା । ଚଢଉ ସମୟରେ ଖୁଣ୍ଟାପଡା ନିକଟରୁ ଏକ ବେଆଇନ ବାଲି ବୋଝେଇ ମିନିଟ୍ରକ ଜବତ କରାଯାଇଛି ।

ଜବତ ମିନିଟ୍ରକ ଉପରେ ୧୦ ହଜାର ୧୨୦ ଟଙ୍କା ଜୋରିମାନା କରିଛି ରାଜସ୍ୱ ବିଭାଗ। ଏହି ଚଢାଉ ରେ ପାଟଣା ତହସିଲଦାର ଙ୍କ ସହ ରାଜସ୍ୱ ପରିଦର୍ଶକ ବନମାଳୀ ନାଏକ,ରାଜସ୍ୱ ନୀରିକ୍ଷକ ଶ୍ରୀଧର ନାୟକ ଓ ମଳୟ କୁମାର ନାଏକ ପ୍ରମୁଖ ଚଢାଉ ରେ ସାମିଲ ଥିଲେ।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories