ହନୁମାନ ଜୟନ୍ତୀ: ବାହାରିବନି ଆଖଡା ଶୋଭାଯାତ୍ରା

ସମ୍ବଲପୁର: ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ବାହାରିବନି ଆଖଡା ଶୋଭାଯାତ୍ରା। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି ନିଷ୍ପତି ନିଆଯାଇଛି। ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Comments are closed.