www.samajalive.in
Friday, December 5, 2025
20.1 C
Bhubaneswar

ଜମନକିରାରେ ବାଛୁରୀକୁ ଶିକାର କଲା ବାଘ!

ସମ୍ବଲପୁର : ସମ୍ବଲପୁର ଜମନକିରା ଫରେଷ୍ଟ ରେଞ୍ଜ ଗୋଏଲଦୁମା ଜଙ୍ଗଲ ଚଟେନଘାଟ ଠାରେ ବାଘ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଘ ଏକ ବାଛୁରୀକୁ ଶିକାର କରି ଖାଇଥିବା ଜଣାପଡିଛି । ଶନିବାର ସକାଳୁ ଜଙ୍ଗଲରେ ବାଛୁରୀର ମୃତଦେହ ମିଳିବା ପରେ ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ବାଘ ଶିକାର କରିଥିବା କୁହାଯାଉଛି । ବାଘ ସନ୍ଦେହରେ ବନ ବିଭାଗ ପକ୍ଷରୁ ତଲାସୀ ଆରମ୍ଭ ହୋଇଛି ।

ବଦଳିଲା ମୋ ସ୍କୁଲ୍‌ ଅଭିଯାନ ନାଁ

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories