www.samajalive.in
Saturday, December 6, 2025
26.1 C
Bhubaneswar

ସଲମାନ ଖାନଙ୍କ ବାଲ୍‌କୋନୀରେ ବୁଲେଟ୍‌ପ୍ରୁଫ୍‌ କାଚ

ମୁମ୍ବାଇ: ଗତ କିଛି ମାସ ହେବ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ମିଳୁଥିବା ଧମକକୁ ଦୃଷ୍ଟିରେ ରଖି ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସଲମାନଙ୍କ ଘର ବାଲ୍‌କୋନୀରେ ସୁରକ୍ଷା ବଢାଇ ଦିଆଯାଇଛି। ବାଲ୍‌କୋନୀରେ ବୁଲେଟ୍‌ପ୍ରୁଫ୍‌ ଗ୍ଲାସ୍‌ ଲଗାଯାଇ ସୁରକ୍ଷିତ କରାଯାଇଛି।

- Advertisement -

ମଙ୍ଗଳବାର ସଲମାନଙ୍କ ମୁମ୍ବାଇସ୍ଥିତ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ କିଛି କର୍ମଚାରୀ କାମ କରୁଥିବା ଦେଖିବାକୁ ମିଳିଛି। ଅଭିନେତାଙ୍କ ସୁରକ୍ଷା ପାଇଁ ସେମାନେ ଘରର ବାଲ୍‌କୋନୀରେ ବୁଲେଟ୍‌ପ୍ରୁଫ୍‌ କାଚ ଲଗାଉଥିବା ନଜର ଆସିଛି। ବାଲ୍‌କୋନୀକୁ ଚାରିପଟୁ ନୀଳ ରଙ୍ଗର ବୁଲେଟ୍‌ପ୍ରୁଫ୍‌ ଗ୍ଲାସରେ ଆବୃତ୍ତ କରାଯାଇଛି। ସୂଚନାଯୋଗ୍ୟ, ସୁରକ୍ଷା ଚିନ୍ତା ଭିତରେ ସଲମାନ ଖାନ ଏବେ ସାର୍ବଜନୀନ ସ୍ଥାନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories