www.samajalive.in
Saturday, December 6, 2025
14.1 C
Bhubaneswar

ମମତାଙ୍କୁ ହିରଣ୍ୟକଶ୍ୟପ ସହ ତୁଳନା କଲେ ସାକ୍ଷୀ ମହାରାଜ

ନୂଆଦିଲ୍ଲୀ . – ଜୟ ଶ୍ରୀରାମର ଶଦ୍ଦ ଶୁଣିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍‌କ୍ଷିପ୍ତ ହେବା ସହ ଏପରି କହୁଥିବା ଲୋତଙ୍କର ଚମଡା ଉାତାରି ଦେବେ ବୋଲି କହିଥିଲେ । ଏହାପରେ ତାଙ୍କୁ ନେଇ ଉତ୍ତର ପ୍ରଦେଶ ଉନ୍ନାବର ବିଜେପି ସାସଂଜ ସାକ୍ଷୀ ମହାରାଜ ବିବାଦୀୟ ବୟାନ ଦେଇଛନ୍ତି । ସେ ମମତାଙ୍କୁ ତ୍ରେତୟା ଯୁଗର ରାକ୍ଷସ ହିରଣ୍ୟକଶ୍ୟପ ସହ ତୁଳନା କରିଛନ୍ତି । ହିରଣ୍ୟକଶ୍ୟପ ହରିଙ୍କ ନାମ ଶୁଣିବା ସମୟରେ ଉତ୍‌କ୍ଷିପ୍ତ ହେଉଥିବା ବେଳେ ମମତା ରାମଙ୍କ ନାମ ଶୁଣି ଉତ୍‌କ୍ଷିପ୍ତ ହେଉଛନ୍ତି ବୋଲି ସେ କହିଛନ୍ତି।

ଏବେ ପଶ୍ଚିମବଙ୍ଗଳାରେ ବିଜେପି ଓ ଟିଏମ୍‌ସି କର୍ମୀ ମୁହାଁ ମୁହିଁ ଅବସ୍ଥାରେ ରହିଛନ୍ତି । ପ୍ରତିଦିନ ଟିଏମ୍‌ସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେଉଛି । ମମତାଙ୍କ ସମାଲୋଚନା କରିବା ସହ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସାକ୍ଷୀ ମହାରାଜ ପ୍ରକାଶ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories