www.samajalive.in
Sunday, December 14, 2025
16.1 C
Bhubaneswar

ସାକ୍ଷୀଗୋପାଳରେ ଶଗଡ଼ ଯାତ୍ରା

ସାକ୍ଷୀଗୋପାଳ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଆଜି ଶଗଡ଼ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ଚନ୍ଦନ ପୁର ଥାନା ଅନ୍ତର୍ଗତ ପ୍ରତାପ ରାମଚନ୍ଦ୍ର ପୁର ପଞ୍ଚାୟତର କରଡ଼ି ଗ୍ରାମର ମା ପଦ୍ମାବତୀଙ୍କ ପୀଠରୁ ୨୫ ଗୋଟି ସୁସଜ୍ଜିତ ଶଗଡ଼ରେ ଆଖପାଖ ୧୨ ଗୋଟି ମୌଜାର ୧୫୦ ଜଣ ବ୍ୟକ୍ତି ଏକ ଶୋଭାଯାତ୍ରାରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ପଞ୍ଚାୟତର ବଳ ପୁରସ୍ଥିତ ହରିଆ ବୁଢ଼ା ଠାକୁରଙ୍କ ପୀଠକୁ ଯାତ୍ରା କରିଥିଲେ। ଏହି ଭକ୍ତ ମାନେ ଆଜି ସେଠାରେ ଅବସ୍ଥାନ କରିବେ। ଗୋମାତା ମାନଙ୍କର ସୁରକ୍ଷା ନିମନ୍ତେ  ଆସନ୍ତା କାଲି ସେଠାରେ ପୂଜାର୍ଚ୍ଚନା କରିବା ପରେ  ଫେରିବେ ବୋଲି ଜଣାପଡିଛି। ଗତ ୧୫୦ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଅଛି ବୋଲି ଏହି ଭକ୍ତ ମାନେ ପ୍ରକାଶ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories