www.samajalive.in
Saturday, December 6, 2025
19.1 C
Bhubaneswar

ପାକିସ୍ତାନକୁ ରୁଷର ଝଟ୍‌କା; କହିଲା ଭାରତର ନିଷ୍ପତ୍ତି ସାମ୍ବିଧାନିକ

ନୂଆଦିଲ୍ଲୀ: ଆମେରିକା, ଜାତିସଂଘ ଏବଂ ଚୀନ ପରେ ଶେଷରେ ରୁଷ୍‌ଠାରୁ ପାକିସ୍ତାନକୁ ଝଟ୍‌କା ମିଳିଛି। ଜାମ୍ମୁ-କାଶ୍ମୀର ଉପରେ ଭାରତର ନିଷ୍ପତ୍ତିକୁ ରୁଷ ସମର୍ଥନ କରିବା ସହିତ ଏହା ସାମ୍ବିଧାନିକ ବୋଲି ରୁଷ୍‌ ପକ୍ଷରୁ କୁହାଯାଇଛି। ରୁଷର ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଭାରତ ଜାମ୍ମୁ-କାଶ୍ମୀରକୁ ଦୁଇଭାରେ ବିଭାଜିତ କରିବା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରିବାର ନିଷ୍ପତ୍ତି ସମ୍ବିଧାନ ଅନୁସାରେ ନେଇଛି। ମସ୍କୋ ଆଶା କରୁଛି କି ଜାମ୍ମୁ-କାଶ୍ମୀର ଉପରେ ଦିଲ୍ଲୀ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାରେ ବୃଦ୍ଧି ହେବାକୁ ଦେବୁ ନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ବିବାଦଗୁଡ଼ିକୁ ଦ୍ବିପାକ୍ଷିକ, ରାଜନୈତିକ ଏବଂ କୁଟନୈତିକ ପଦ୍ଧତିରେ ସମାଧାନ କରାଯିବା ଜରୁରୀ।

ଗତ ଶୁକ୍ରବାର ଚୀନ ମଧ୍ୟ ଭାରତ ଓ ପାକିସ୍ତାନ ନିଜ ନିଜର ବିବାଦଗୁଡ଼ିକୁ ସମାଧାନ କରିବା ଲାଗି ଆଲୋଚନା କରିବା ଉଚିତ ବୋଲି କହିଥିଲା। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ ସହାୟତା ପାଇଁ ବେଜିଂ ଗସ୍ତ କରିବା ପରେ ଚୀନ ପକ୍ଷରୁ ଏହା କୁହାଯାଇଛି। କିନ୍ତୁ ଚୀନ ଏହି ପ୍ରସଙ୍ଗରେ ମୁଣ୍ଡ ପୂରାଇବ ନାହିଁ ବୋଲି ମନା କରିଦେଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories