www.samajalive.in
Sunday, December 14, 2025
26.1 C
Bhubaneswar

ଆରଏସ୍‌ଏସ୍‌ର ସରକାର୍ଯ୍ୟବାହ ହେଲେ ମନମୋହନ ଏବଂ ମୁକୁନ୍ଦ

ନାଗପୁର : ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ)ର ମନମୋହନ ବୈଦ୍ୟ ଏବଂ ମୁକୁନ୍ଦ ସିଆରଙ୍କୁ ଯୁଗ୍ମ ସାଧାରଣ ସମ୍ପାଦକ (ସହ ସରକାର୍ଯ୍ୟବାହ) ଭାବେ ମନୋନୀତ କରାଯାଇଛି । ନାଗପୁରଠାରେ ଆରଏସ୍‌ଏସ୍‌ର ଆୟୋଜିତ ୩ ଦିନିଆ ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ୨ଙ୍କୁ ମିଶାଇ ଆରଏସ୍‌ଏସ୍‌ ସରକାର୍ଯ୍ୟବାହଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏହା ପୂର୍ବରୁ ସୁରେଶ ସୋଣି, ଡ କୃଷ୍ଣ ଗୋପାଳ, ଦତ୍ତାତ୍ରେୟ ହୋସବୋଲେ ଏବଂ ଭଗୈୟା ସରକାର୍ଯ୍ୟବାହ ଭାବେ ମନୋନୀତ ହୋଇଥିଲେ । ଶନିବାର ସୁରେଶ ଭାୟାଜୀ ଜୋଷୀ କ୍ରମାଗତ ୪ର୍ଥ ଥର ପାଇଁ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories