www.samajalive.in
Monday, December 15, 2025
26.1 C
Bhubaneswar

ଟେଷ୍ଟରୁ ସନ୍ୟାସ ନେଲେ ରୋହିତ ଶର୍ମା, ଓ୍ବନଡେ ଖେଳିବା ଜାରି ରଖିବେ

ନୂଆଦିଲ୍ଲୀ : ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟୋରୀ ସେୟାର କରି ସନ୍ୟାସ ନେଇ ସୂଚନା ଦେଇଛନ୍ତି । ଟି-୨୦ ପୂର୍ବରୁ ହିଁ ସନ୍ୟାସ ନେଇଥିବା ରୋହିତ ଏଣିକି କେବଳ ଦିନିକିଆ ମ୍ୟାଚ୍ ଖେଳିବା ଜାରି ରଖିବେ । ବୁଧବାର ସନ୍ଧ୍ୟାରେ ରିପୋର୍ଟ ଆସିଥିଲା କି ତାଙ୍କୁ ଇଂଲଣ୍ଡ ଗସ୍ତରେ ଟେଷ୍ଟ ଅଧିନାୟକ ପଦରୁ ହଟାଯିବ । ଏହା ପରେ ସେ ରେଡ୍ ବଲ୍ କ୍ରିକେଟକୁ ବିଦାୟ କହିଛନ୍ତି ।

ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଷ୍ଟୋରୀ ସେୟାର କରି ସେ ଲେଖିଛନ୍ତି କି ‘ହ୍ୟାଲୋ, ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି କି ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେଉଛି । ରେଡ୍ ବଲ କ୍ରିକେଟରେ ଦେଶର ପ୍ରତିନିଧିତ୍ବ କରିବା ମୋ ପାଇଁ ଗୌରବର ସମୟ ଥିଲା । ପ୍ରେମ ଓ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ଓ୍ବନଡେ ଫର୍ମାଟରେ ଦେଶ ପାଇଁ ଖେଳିବି ।’ କହିରଖୁଛୁ ରୋହିତ ଭାରତ ପାଇଁ ୨୦୧୩ ରେ ଟେଷ୍ଟ ଡେବ୍ୟୁ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories