www.samajalive.in
Saturday, December 6, 2025
23.1 C
Bhubaneswar

ମହିଳାଙ୍କଠାରୁ ସୁନା ଚେନ୍‌‌ ଝାମ୍ପିନେଲେ ଦୁର୍ବୃତ୍ତ

ଜୟପୁର: ପ୍ରାତଃଭ୍ରମଣରେ ଯାଇଥିବା ଜଣେ ମହିଳାଙ୍କଠାରୁ ସୁନା ଚେନ୍‌‌ ଦୁର୍ବୃତ୍ତମାନେ ଝାମ୍ପିନେଇଥିବା ସୂଚନା ମିଳିଛି। ମୁଖା ପିନ୍ଧା ଲୁଟେରା ଏକ ବାଇକ୍‌‌ରେ ଆସି ମହିଳାଙ୍କଠାରୁ ସୁନାଚେନ୍‌‌ ଝାମ୍ପିନେଇଥିଲେ। ଜୟପୁର ଟାଉନ୍‌‌ ଥାନା ୟେଲୋ ବ୍ରିଜ ନିକଟରେ ଲୁଟେରାମାନେ ମହିଳାଙ୍କଠାରୁୁ ଲୁଟ୍‌‌ କରିଥିଲେ। ସେଠାକୁ ପ୍ରାତଃଭ୍ରମଣ ପାଇଁ ଯାଇଥିବାବେଳେ ମହିଳା ଲୁଟ୍‌‌ର ଶିକାର ହୋଇଥିଲେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories