କମିଶନରେଟ ପୁଲିସ ପକ୍ଷରୁ ବାଣ ବିକ୍ରି ଲାଇସେନ୍ସ ନେଇ କଟକଣା
ଡେସ୍କ : କଟକ-ଭୁବନେଶ୍ୱରରେ ବାଣ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ ଉପରେ କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଦୀପାବଳିରେ ଘାତକ ବାୟୂ ପ୍ରଦୂଷଣ ସୃଷ୍ଟିକାରୀ ବାଣ ବିକ୍ରୟ ଓ ବ୍ୟବହାର ଉପରେ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଲାଇସେନ୍ସ ପ୍ରଦାନ ଉପରେ କଟକଣା ଜାରି ରହିବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।
Comments are closed.