www.samajalive.in
Saturday, December 6, 2025
14.1 C
Bhubaneswar

୪୪ ଧର୍ମପୀଠକୁ ୧କୋଟି ୯୨ଲକ୍ଷ ଟଙ୍କା ମଞ୍ଜୁର

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ୧୬ଟି ପଞ୍ଚାୟତର ୪୪ଟି ଧର୍ମପୀଠ ଗୁଡିକର ଭିତ୍ତିଭୂମିର ବିକାଶ, ନବୀକରଣ, ମରାମତି, ସୌନ୍ଦର୍ୟ୍ୟକରଣ ଆଦି ଆନୁସଙ୍ଗିକ ଆବଶ୍ୟକତା ପୂରଣ ପାଇଁ ରାଜ୍ୟସରକାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ୧କୋଟି ୯୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ବିଭିନ୍ନ ଧର୍ମ ପୀଠ,ପୂଜାସ୍ଥଳୀ ଗୁଡିକର ଭିତ୍ତିଭୂମିର ବିକାଶ ବ୍ୟତୀତ ଗୋଷ୍ଠୀ କେନ୍ଦ୍ର, କଲ୍ୟାଣ ମଣ୍ଡପ ଆଦି ନିର୍ମାଣ ଭିତ୍ତିଭୂମିର ବିକାଶ,ନବୀକରଣ ସୌନ୍ଦର୍ୟ୍ୟକରଣରେ ମଧ୍ୟ ଏହି ସହାୟତା ରାଶି ବିନିଯୋଗ କରାଯିବ। ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଜନ ସାଧାରଣରେ ସ୍ବାଗତ କରାଯିବା ସହିତ ଆନନ୍ଦ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories