www.samajalive.in
Friday, December 12, 2025
15.1 C
Bhubaneswar

ନିୟନ୍ତ୍ରିତ ବଜାର ପରିସରରେ ଚାରା ରୋପଣ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଠାରେ ଥିବା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣର ଖାଲି ପଡିଥିବା ସ୍ଥାନ ମାନଙ୍କରେ ଗ୍ରାମର ସଚେତନ ନାଗରିକ ମାନଙ୍କ ପକ୍ଷରୁ ଚାରା ରୋପଣ କରାଯାଇଛି । ଅଧ୍ୟାପକ ଶୋଷିତ ନାଏକ ଏବଂ କବିର ଶରଣ ନାଏକଙ୍କ ତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲଇଡା ସେବା-ସମବାୟ ସମିତିର ସଭାପତି ସଲିଲ ନାଏକ, ପୂର୍ବତନ ସଭାପତି ସରୋଜ ପୂଜାରୀ, କୃଷକ ସଙ୍ଗଠନର ସମ୍ପାଦକ ରାଜେଶ ପୃଷ୍ଟି, ସିପିଆଇ ନେତା ଏନ୍‌.ଗୋପାଳ, ଅରୁଣ ଖୁଣ୍ଟିଆ, ସର୍ବାନନ୍ଦ ସରାଫ, ତପନ ବେହେରା, ଅକାଶରାଜ୍‌ ପଟେଲ, ରାଜେଶ ସାହୁ, ସେବା-ସମବାୟ ସମିତିର ସମ୍ପାଦକ ଗଜିନ୍ଦ୍ର ରଣା, ସହ-ସମ୍ପାଦକ ଜୀବନାନନ୍ଦ ସାହୁ, ହରେକୃଷ୍ନ ପଟେଲ, ଦିଲ୍ଲୀପ ବେହେରା, ଭୀମ ସାହୁ, ରାଜେଶ ସାହୁ, ସୀତାରାମ ଖର୍ସେଲ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ ।

ଅଞ୍ଚଳର ପରିବେଶ ସୁରକ୍ଷା ନିମନ୍ତେ ଅଗାମୀ ଦିନରେ ଚାରା ରୋପଣ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଚେତନ ନାଗରିକ ମାନଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories