www.samajalive.in
Monday, December 15, 2025
16.1 C
Bhubaneswar

୪୦ଟନ ଚୋରା କୋଇଲା ସହ ୨ ଟ୍ରକ୍ ଜବତ : ୩ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପୁଲିସ ପାଟ୍ରୋଲିଂ ସମୟରେ ବେଆଇନ ଭାବରେ ଦୁଇଟି ୧୦ ଚକିଆ ଟ୍ରକରେ ୪୦ ଟନ୍ କୋଇଲା ଚୋରାଚାଲାଣ ହେଉଥିବାର ଯାଞ୍ଚ ସମୟରେ ଜଣାପଡିଥିଲା। ଟ୍ରକ ଚାଳକଙ୍କ ପାଖ ରେ କୋଇଲା ଚାଲାଣ ପାଇଁ ଆବଶ୍ୟକ କୌଣସି କାଗଜାତ ନଥିବାରୁ କୋଇଲା ବୋଝେଇ ହୋଇଥିବା ଦୁଇଟି ଯାକ ଟ୍ରକ୍ ନଂ ଓଆର୍୧୫ଏମ୍-୭୧୨୯ ଏବଂ ଓଆର୍ ୧୯ଡି-୬୭୬୭କୁ ଜବତ କରି ଦୁଇଜଣ ଡ୍ରାଇଭର ମୁକେଶ କୁମାର (୨୪) ଅନିଲ କୁମାର (୩୦) ଏବଂ ହେଲପର୍ ବାବୁଧନ କୁମାରକୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଛି ବୋଲି ଆଇଆଇସ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି। ଏସଂକ୍ରାନ୍ତ ରେ ମାଇନ୍ସ ଏଣ୍ଡ୍ ମିନେରାଲ୍ସ ଆକ୍ଟ( ରେଗୁଲେସନ ଏଣ୍ଡ୍ ଡେଭଲପମେଣ୍ଟ ଆକ୍ଟ)ରେ ଦୁଇଟି ମାମଲା ଋଜୁ କରାଯାଇ ଥିବା ସୂଚନା ମିଳିଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories