ରିଲାଏନ୍ସ ଜୁଏଲ୍ସର ନୂଆ ଗହଣା ଫ୍ଲୋରେଓ

ଭୁବନେଶ୍ବର: ଅଳଙ୍କାର ନିର୍ମାତା ଓ ବିକ୍ରେତା ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ବୃକ୍ଷଲତା ଓ ପୁଷ୍ପରାଜି ଅନୁପ୍ରେରିତ ଅଭିନବ ଓ ଆଧୁନିକ କଳାକୃତି ସମୃଦ୍ଧ ହୀରା ଅଳଙ୍କାର ବର୍ଗ ଫ୍ଲୋରେଓର ଶୁଭାରମ୍ଭ ହୋଇଯାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ବାର ହଜାର ଟଙ୍କା ରହିଥିବାବେଳେ ମାସ ଶେଷ ପର୍ଯ୍ୟନ୍ତ ଡ୍ରିମ୍‌ ଡାଏମଣ୍ଡ ସେଲ୍‌ ଯୋଜନା ଅଧୀନରେ ହୀରା ଗହଣା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଓ ସୁନା ଗହଣା ଗଢ଼ା ମଜୁରି ଉପରେ ୨୫ ପ୍ରତିଶତ ରିଆତି ରହିଛି। ଏହି ନୂତନ ସଂଗ୍ରହ ସମସ୍ତ ରିଲାଏନ୍ସ ଜୁଏଲ୍ସ କମ୍ପାନୀ ବିକ୍ରୟ କେନ୍ଦ୍ରରେ ଓ କମ୍ପାନୀ ୱେବସାଇଟରେ ଉପଲବ୍ଧ ହେବ। ଗ୍ରାହକଙ୍କୁ ଉନ୍ନତ ଉତ୍ପାଦ ପ୍ରଦାନ କରିବା ଆମର ଲକ୍ଷ୍ୟ ବୋଲି ଏ ସମ୍ପର୍କରେ ସୂଚନା ପ୍ରଦାନ କରି ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ନାୟକ କହିଛନ୍ତି।

kalyan agarbati

Comments are closed.