www.samajalive.in
Friday, December 5, 2025
26.1 C
Bhubaneswar

ଜିଓ ଯୋଡିଲା ୧୯ ଲକ୍ଷ ଗ୍ରାହକ: ଏୟାରଟେଲର ୧୨ ଲକ୍ଷ, ବିଏସଏନଏଲ୍ ମାତ୍ର..

ନୂଆଦିଲ୍ଲୀ : ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆ(TRAI) ଜୁନ ମାସରେ ଉପଭୋକ୍ତାଙ୍କ ସଂଖ୍ୟା ଜାରି କରିଛି । ରିଲାଏନ୍ସ ଜିଓ ଜୁନରେ ପ୍ରାୟ ୧୯.୧ ଲକ୍ଷ ଓ୍ବେୟାରଲେସ୍ ଗ୍ରାହକ ଯୋଡିଛି । ସେହିଭଳି ଭାରତୀ ଏୟାରଟେଲ ୧୨.୫ ଲକ୍ଷ ଗ୍ରାହକ ଯୋଡିଛି । ଭୋଡାଫୋନ୍ ଆଇଡିଆ ଏହି ମାମଲାରେ ପଛରେ ପଡିଯାଇଛି । ଜୁନରେ ପ୍ରାୟ ୮.୬୧ ଲକ୍ଷ ନୂଆ ୟୁଜର୍ସ ଭୋଡାଫୋନ୍ ଆଇଡିଆ ଛାଡିଦେଇଛନ୍ତି ।

- Advertisement -

ନୂଆ ରିପୋର୍ଟ ଅନୁସାରେ ଜୁନ ମାସରେ ଜିଓର ସମୁଦାୟ ମୋବାଇଲ ୟୁଜର୍ସଙ୍କ ସଂଖ୍ୟା ୪୭.୬ କୋଟି ହୋଇଯାଇଛି । ଓ୍ବେୟାରଲେସ୍ କ୍ଷେତ୍ରରେ ଜିଓ ୪ ଲକ୍ଷ ୩୪ ହଜାର ନୂଆ ଉପଭୋକ୍ତା ଯୋଡିଛି । ସେହିଭଳି ଏୟାରଟେଲ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩୮.୯ କୋଟି ହୋଇଯାଇଛି । ଓ୍ବେୟାରଲେସ୍ କ୍ଷେତ୍ରରେ ଏୟାରଟେଲ୍ ୪୪,୬୧୧ ଉପଭୋକ୍ତା ଯୋଡିଛି । ଭୋଡାଫୋନ୍ ଉପଭୋକ୍ତାଙ୍କ ସଂଖ୍ୟା୨୧.୭ କୋଟି ହୋଇଯାଇଛି । ଜୁନରେ ବିଏସଏନଏଲକୁ ୭ ଲକ୍ଷରୁ ଅଧିକ ଗ୍ରାହକ ଛାଡି ଦେଇଛନ୍ତି । ଏହା ପରେ କମ୍ପାନୀ ପାଖରେ ମାତ୍ର ୮.୫୫୮ କୋଟି ଉପଭୋକ୍ତା ଅଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories