www.samajalive.in
Thursday, December 11, 2025
18.1 C
Bhubaneswar

ବିଳମ୍ବିତ ରାତିରେ ରେଭେନ୍ସା କ୍ୟାମ୍ପସରେ ଆତସବାଜି

ଡେସ୍କ: ବିଳମ୍ବିତ ରାତିରେ ରେଭେନ୍ସା ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଭିତରେ ଫୁଟିଲା ବାଣ। ଯଦିଓ ଏହି ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ କିନ୍ତୁ କଣ ପାଇଁ ବିଳମ୍ବିତ ରାତିରେ ଆତସବାଜି ହେଉଛି ତାହା ଜାଣିପାରିନଥିଲେ। କାରଣ କୌଣସି ବିଭାଗୀୟ କାର୍ଯକ୍ରମ ନ ଥିଲା। ଜଣେ ଛାତ୍ର ନେତାଙ୍କ କିଛି ପ୍ରଶଂସକ ଏଭଳି କରିଥିବା ଜଣାପଡିଛି। ତେବେ କ୍ୟାମ୍ପସ ମଧ୍ୟରେ ଏସବୁ ବାରଣ ହୋଇଥିଲେ ମଧ୍ୟ ସୁରକ୍ଷାକର୍ମୀ ଏହି ଘଟଣାରେ ଚୁପ ରହିଥିଲେ। କିଛି ଦିନ ପୂର୍ବରୁ କ୍ୟାମ୍ପସରେ ଜଣେ ଛାତ୍ରଙ୍କୁ ମାଡ ମାରି ଛାତ୍ର ନେତା ବବି ଖାନ ଗିରଫ ହୋଇଥିଲେ। ଗତକଲି ସେ ଜାମିନରେ ଆସିବା ପରେ ସରକାରୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଏଭଳି ଆୟୋଜନ ଦେଖିବାକୁ ମିଳିଥିଲା। ତେବେ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଏଭଳି ଆୟୋଜନ କିପରି ହେଲା ସେ ନେଇ ପ୍ରଶ୍ନ ଉଠିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories