ଖାଇକୁ ଖସିଲା ବସ, ୧୫ ଆହତ ଆମ ଓଡ଼ିଶାନିଉଜ ଆଲର୍ଟ By Samaja Digital (RM) On Feb 21, 2025 Share ରାଇରଙ୍ଗପୁର: ଝରାଡ଼ି ଗାଁ ନିକଟ କୁମ୍ଭାରୀମୁଣ୍ଡା ଛକ ନିକଟରେ ଦୁର୍ଘଟଣା। ରାସ୍ତକଡ଼ ଖାଇକୁ ବସ ଖସିପଡ଼ିବାରୁ ୧୫ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ରାଇରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। Share FacebookTwitterWhatsApp
Comments are closed.