ପହିଲାରେ ଲଘୁଚାପ ; ଆସୁଛି ବର୍ଷା!

ଭୁବନେଶ୍ୱର : ଅକ୍ଟୋବର ପହିଲାରେ ଲଘୁଚାପ। ସେପ୍ଟେମ୍ବର ୨୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ଏନେଇ ଆଜି ଆଞ୍ଚିଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ।

Comments are closed.