ସାରା ରାଜ୍ୟରେ ବର୍ଷା ବିତ୍ପାତ

0

ଭୁବନେଶ୍ୱର:  ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ପ୍ରବଳ  ବର୍ଷା ହୋଇଛି । କଟକ, ଭୁବନେଶ୍ୱର, ବ୍ରହ୍ମପୁର  ଓ ପୁରୀର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି ।  ରାଜ୍ୟସରକାର  କଟକ , ଭୁବନେଶ୍ୱର ସମସ୍ତ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି । ବର୍ଷା ଜଳ ନିଷ୍କାସନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

Leave A Reply