ବର୍ଷାରେ ଭିଜିଲା ରାଜଧାନୀ

0

ଭୁବନେଶ୍ବର: ଗ୍ରୀଷ୍ମ ପ୍ରଭାବରୁ ରାଜଧାନୀବାସୀଙ୍କୁ ଟିକିଏ ଆସ୍ବସ୍ତି ମିଳିଛି । ଆଜି ଭୁବନେଶ୍ବରର କେତେକ ସ୍ଥାନରେ ପବନ ସହ ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୩ରୁ ୨୫ ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୫ରୁ ବର୍ଷାର ପରିମାଣ ବଢିବାର ମଧ୍ୟ ସମ୍ଭାବନା ରହିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡ଼ିଶାରେ ପହଞ୍ଚିଥିଲେ ମଧ୍ୟ ଟହ ଟହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ଆଜି ଭୁବନେଶ୍ୱର ସର୍ବଧିକ ତାପମାତ୍ରା ୪୨ ଡିଗ୍ରୀ ଓ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିଥିବା ଜଣାପଡିଛି ।

Leave A Reply