ରାଫେଲ୍ ବିମାନର ୧୦ ବିଶେଷତ୍ବ
୧ – ଏହା ୩୬ ହଜାର ଫୁଟରୁ ୫୦ ହଜାର ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ଉଡ଼ିବାରେ ସକ୍ଷମ । କେବଳ ଏତିକି ନୁହେଁ, ଏହା ୧ ମିନିଟରେ ୫୦ ହଜାର ଫୁଟରେ ପହଞ୍ଚିବ ।
୨- ଏଥିରେ ଥରେ ଇନ୍ଧନ ଭର୍ତ୍ତି ହେଲେ ୩, ୭୦୦ କିମି ପର୍ଯ୍ୟନ୍ତ ଉଡିପାରିବ ।
୩- ଏହାର ଘଣ୍ଟା ପ୍ରତି ଗତି ୧୯୨୦ କିଲୋମିଟର ।
୪ – ଏହା ୧,୩୧୨ ଫୁଟର ଅତି କ୍ଷୁଦ୍ର ରନୱେରୁ ଉଡ଼ିବାରେ ସକ୍ଷମ ।
୫- ଏହାର ୧୫, ୫୯୦ ଗ୍ୟାଲନ୍ ଇନ୍ଧନ ବହନ କରିବାର କ୍ଷମତା ଅଛି ।
୬- ରାଫେଲ ଆକାଶ ମାର୍ଗରେ ମଧ୍ୟ ମାରାତ୍ମକ କ୍ଷେପଣାସ୍ତ୍ର ପରିବହନ ଓ ନିକ୍ଷେପ କରିବାରେ ସକ୍ଷମ ।
୭- ରାଫେଲ୍ ଏକ ସମୟରେ ୨, ୦୦୦ ସାମୁଦ୍ରିକ ମାଇଲ୍ ପର୍ଯ୍ୟନ୍ତ ଉଡିପାରେ ।
୮- ରାଫେଲ୍ ଆମେରିକୀୟ F-୧୬ ଠାରୁ ୦.୮୨ ଫୁଟ ଉଚ୍ଚ ଅଟେ ।
୯-ରାଫେଲ୍ ଆମେରିକୀୟ F-୧୬ ଠାରୁ ୦.୭୯ ଫୁଟ ଲମ୍ବା ଅଟେ ।
୧୦- ଏହାର ଡେଣାର ଲମ୍ବ ୧୦.୯୦ ମିଟର, ଜେଟର ଉଚ୍ଚତା ୫.୩୦ ମିଟର ଏବଂ ଲମ୍ବ ୧୫ .୩୦ ମିଟର ।
Comments are closed.