www.samajalive.in
Sunday, December 14, 2025
26.1 C
Bhubaneswar

ସବୁ ଆଗ୍ନିକ ପାଇବେ ପୁରସ୍କାର, ୫ଜଣଙ୍କୁ ମିଳିବ ‘ଡିଜି ଡିସ୍କ’

ଭୁବନେଶ୍ବର: ପୁରୀ ଅପରେସନରେ ସାମିଲ ସବୁ ଅଗ୍ନିଶମ କର୍ମଚାରୀ ପୁରସ୍କାର ପାଇବେ। ସମସ୍ତଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ପ୍ରକାଶ କରିଛନ୍ତି। ସେହିପରି ଅପରେସନବେଳେ ଆହତ ୨ଜଣ କର୍ମଚାରୀଙ୍କୁ ଡିଜି ଡିସ୍କ ଦିଆଯିବ। ଏହାସହିତ ନେତୃତ୍ବ ନେଇଥିବା ୩ଜଣ ଅଫିସରଙ୍କୁ ମଧ୍ୟ ଡିଜି ଡିସ୍କ ପ୍ରଦାନ କରାଯିବ। ସମସ୍ତ କର୍ମଚାରୀଙ୍କୁ ପ୍ରୋତ୍ସାହନ ନିମନ୍ତେ ଆର୍ଥିକ ପୁରସ୍କାର ମିଳିବ ବୋଲି ଅଗ୍ନିଶମ ଡିଜି କହିଛନ୍ତି।

ସୂଚନା ଯୋଗ୍ୟ ପୁରୀ ବଡଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ସନ୍ଧ୍ୟା ସମୟରେ ନିଆଁ ଲାଗିଥିଲା । ଏହା ପ୍ରାୟ ୩୬ ଘଣ୍ଟା ଧରି ଜଳିଥିଲା । ଏଥିରେ ଥିବା ୩ ଜଣ ପର୍ଯ୍ୟଟକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଥିଲା । ନିଆଁ ଲିଭା ସମୟରେ ଅଣନିଶ୍ୱାସୀ ହୋଇ ଅଗ୍ନିଶମ ବାହିନୀର ଯବାନମାନେ ଅସୁସ୍ଥ ହୋଇଥିଲେ। ସେହିପରି ନିଆଁ ଲିଭା ସମୟରେ ୨ଜଣ ଆଗ୍ନିକ ଆହତ ହୋଇଥିଲେ।

- Advertisement -

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories