www.samajalive.in
Saturday, December 6, 2025
17.1 C
Bhubaneswar

ଏଇ ମାଟିର ରାଣ, ଦେଶକୁ ନଇଁବାକୁ ଦେବି ନାହିଁ:ମୋଦୀ

ଜୟପୁର ..- ପୁଲଓ୍ୱାମା ଆକ୍ରମଣ ପରେ  ପାକିସ୍ତାନ ପ୍ରତି ସାରା ଦେଶରେ ଆକ୍ରୋଶର ଭାବ ସୃଷ୍ଟି ହୋଇଥିଲା । ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷା କରିଥିବା ସୂଚନା ମିଲିଥିଲା । ଏହାପରେ ପୁଲଓ୍ୱାମାର ପ୍ରତିଶୋଧ ପୁରା,  ଏଇ ମାଟିର ରାଣ, ଦେଶକୁ ନଇଁବା ପାଇଁ ଦେବି ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନାର ଆକ୍ରମଣ ପରେ ରାଜସ୍ଥାନର ଚୁରୁରେ ଏକ ଜନସମାବେଶକୁ ସମ୍ବୋଧିତ କରିଥିଲେ । ଏଥିରେ ସେ ଦେଶ ସୁରକ୍ଷିତ ଲୋକଙ୍କ ହାତରେ ଅଛି  ବୋଲି ପ୍ରକାଶ କରିଛନ୍ତି । ବାୟୁସେନାର ଆକ୍ରମଣପରେ ମୋଦୀଙ୍କର ଏହା ପ୍ରଥମ ଜନସଭା । ଏହି ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶଠାରୁ ତାଙ୍କ ପାଇଁ ଆଉ କିଛି ବଡ ନୁହେଁ ବୋଲି କହିଛନ୍ତି । ଏହି ଅବସରରେ  ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏକ କବିତା ପାଠ କରିଥିଲେ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories