www.samajalive.in
Friday, December 5, 2025
26.1 C
Bhubaneswar

ମା’ବିରଜାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ଯାଜପୁର : ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଷୋଡ଼ଶ ଦିବସ ପୂଜା ଆରମ୍ଭ ହୋଇଯାଇଛି। କାଲି ରାତିରେ ମା’ଙ୍କ ଚଳନ୍ତି ପ୍ରତିମା ( ଆଶା ବାଡ଼ି ) ମନ୍ଦିରରୁ ଛତା , ତରାସ ଘଣ୍ଟ କିର୍ତ୍ତନ ସହ ବାହାରି ନିକଟସ୍ଥ ବ୍ରହ୍ମାକୁଣ୍ଡକୁ ଯାଇଥିଲେ। ମୁଖ୍ୟ ପୂଜକଙ୍କ ଦ୍ୱାରା ଘଟ ପୂଜା ସମାପ୍ତ ପରେ ସେଠାରୁ ତୀର୍ଥ ଜଳ ମା’ଙ୍କ ମନ୍ଦିରକୁ ଆଣିଥିଲେ।ଏହା ପରେ ମା’ଙ୍କ ମହାସ୍ନାନ ହୋଇଥିଲା। ମହାସ୍ନାନ ସରିବା ପରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ମା’ଙ୍କ ମୁଖ୍ୟ ପୂଜକ ହିମାଂଶୁ ଶେଖର ପତିମିଶ୍ର, ଜ୍ଞାନ ରଞ୍ଜନ ପତିଙ୍କ ସମେତ ମା’ଙ୍କ ପୂଜକମାନେ ଏହି ସ୍ୱତନ୍ତ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories