www.samajalive.in
Saturday, December 6, 2025
17.1 C
Bhubaneswar

ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମ ଉପରେ ଗୁରୁତ୍ଵ ଦେଉଛନ୍ତି ସରକାର: ରାଷ୍ଟ୍ରପତି

ସମାଜ ଡିଜିଟାଲ ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ଅବସରରେ ସେ ସରକାରଙ୍କ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସାରା ଦେଶବାସୀଙ୍କୁ ଅବଗତ କରାଇଥିଲେ। ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ, ସରକାର ରିଫର୍ମ (ସଂସ୍କାର), ପରଫର୍ମ (ପ୍ରଦର୍ଶନ) ଏବଂ ଟ୍ରାନ୍ସଫର୍ମ (ପରିବର୍ତ୍ତନ) ଉପରେ ଗୁରୁତ୍ଵ ଦେଉଛନ୍ତି।

ରାଷ୍ଟ୍ରପତି ମୁର୍ମୁ କହିଥିଲେ, ଜନ କଲ୍ୟାଣର ନୂଆ ଅଧ୍ୟାୟ ଲେଖିବ ସରକାର। ସଂସ୍କାରକୁ ଅଧିକ ଗତି ଦେବା ଉପରେ କାମ ହେବ। ନିବେଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ କାମ ହେବ। ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ଉପରେ କାମ ଚାଲିଛି। ପ୍ରାକୃତିକ ଦୁର୍ବିପାକ ଦେଶର ବିକାଶକୁ ରୋକିପାରିନାହିଁ। ସରକାର ମହିଳା ସଶକ୍ତୀକରଣ ଦିଗରେ ଭଲ କାମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories