ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲିଠାରୁ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ କରିବେ। ଏହି ବୈଠକରେ ପ୍ରଥମାର୍ଦ୍ଧରେ ସେ କୃଷି ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବାକୁ ଥିବାବେଳେ ଶିଳ୍ପ ଓ ବ୍ୟବସାୟ ସଂଗଠନର ପ୍ରତିନିଧିମାନଙ୍କୁ ଦ୍ୱିତୀୟାର୍ଦ୍ଧରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।
Popular Categories



