ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ନେଇଥିଲେ। ଏହା ପରେ ଶୁକ୍ରବାର ମନ୍ତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ଵ ତଥା ମନ୍ତ୍ରଣାଳୟ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ କାର୍ମିକ, ସାଧାରଣ ଅଭିଯୋଗ, ଆଣବିକ ଶକ୍ତି ମନ୍ତ୍ରଣାଳୟ ରହିଥିବାବେଳେ କ୍ୟାବିନେଟ ମନ୍ତ୍ରୀ ଅମିତ ଶାହଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଳିଛି। ସେହିପରି ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଥିବା ରାଜନାଥ ସିଂହଙ୍କୁ ଏଥର ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିଛି। ଏହାବ୍ୟତୀତ ପୂର୍ବ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣଙ୍କୁ ଏଥର ଅର୍ଥ ମନ୍ତ୍ରଣାଳୟ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟ
ନରେନ୍ଦ୍ର ମୋଦୀ କାର୍ମିକ, ସାଧାରଣ ଅଭିଯୋଗ, ଆଣବିକ ଶକ୍ତି ଏବଂ ବଣ୍ଟନ ହୋଇ ନ ଥିବା ଅନ୍ୟାନ୍ୟ ମନ୍ତ୍ରଣାଳୟ
କ୍ୟାବିନେଟ ମନ୍ତ୍ରୀ ମନ୍ତ୍ରଣାଳୟ
୧.ରାଜନାଥ ସିଂହ ପ୍ରତିରକ୍ଷା
୨.ଅମିତ ଶାହ ଗୃହ
୩.ନୀତିନ ଗଡ଼କରୀ ପରିବହନ ସମେତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ
୪.ଡି ଭି ସଦାନନ୍ଦ ଗୌଡା ସାର ଏବଂ ରସାୟନ
୫.ନିର୍ମଳା ସୀତାରମଣ ଅର୍ଥ ଏବଂ କର୍ପୋରେଟ ବ୍ୟାପାର
୬.ରାମ ବିଳାଶ ପାଶୱାନ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ
୭.ନରେନ୍ଦ୍ର ସିଂହ ତୋମାର କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ
୮.ରବି ଶଙ୍କର ପ୍ରସାଦ ଆଇନ ଏବଂ ନ୍ୟାୟ, ଯୋଗାଯୋଗ, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା
୯.ହରସିମରତ କୌର ବାଦଲ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
୧୦.ଥାୱର ଚନ୍ଦ ଗେହେଲଟ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
୧୧.ଡ଼କ୍ଟର ଏସ. ଜୟଶଙ୍କର ବହିଃବ୍ୟାପାର
୧୨.ରମେଶ ପେଖରିୟାଲ ନିଶଙ୍କ ମାନବ ସମ୍ବଳ ବିକାଶ
୧୩.ଅର୍ଜ୍ଜୁନ ମୁଣ୍ଡା ଆଦିବାସୀ ବ୍ୟାପାର
୧୪.ସ୍ମୃତି ଇରାନୀ ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ
୧୫.ଡ଼କ୍ଟର ହର୍ଷବର୍ଦ୍ଧନ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ
୧୬.ପ୍ରକାଶ ଜାଭଡେକର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ
୧୭.ପିୟୁଷ ଗୋୟଲ ରେଲୱେ, ବାଣିଜ୍ୟ ଏବଂ ଶିଳ୍ପ
୧୮.ଧର୍ମେନ୍ଦ୍ର ପ୍ରଧାନ ତୈଳ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ
୧୯.ମୁକ୍ତାର ଆବସ ନକଭୀ ସଂଖ୍ୟାଲଘୁ ବ୍ୟାପାର
୨୦.ପ୍ରହ୍ଲାଦ ଯୋଶୀ ସଂସଦୀୟ ବ୍ୟାପାର, କୋଇଲା, ଖଣି
୨୧.ଡ଼କ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ
୨୨.ଅରବିନ୍ଦ ସାୱନ୍ତ ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ
୨୩.ଗିରିରାଜ ସିଂହ ମତ୍ସ୍ୟ ଓ ପଶୁ ସମ୍ପଦ
୨୪.ଗଜେନ୍ଦ୍ର ସିଂହ ଶେଖାୱତ ଜଳଶକ୍ତି
ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ)
୧.ସନ୍ତୋଷ କୁମାର ଗଙ୍ଗୱାର ଶ୍ରମ ଓ ନିୟୋଜନ
୨.ରାଓ ଇନ୍ଦ୍ରଜିତ ସିଂହ ଯୋଜନା, ପରିସଂଖ୍ୟାନ ଓ କାର୍ୟ୍ୟାନ୍ବୟନ
୩.ଶ୍ରୀପଦ ୟେଶୋ ନାୟକ ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି
୪.ଡ଼କ୍ଟର ଜିତେନ୍ଦ୍ର ସିଂହ ଉତ୍ତର-ପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି, ପିଏମଓ
୫.କିରଣ ରିଜୁଜୁ ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର
୬.ପ୍ରହ୍ଲାଦ ସିଂହ ପଟେଲ ସଂସ୍କୃତି, ପର୍ୟ୍ୟଟନ
୭.ରାଜ କୁମାର ସିଂହ ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ
୮.ହରଦୀପ ସିଂହ ପୁରୀ ଗୃହ ନିମାଣ ଓ ସହରାଞ୍ଚଳ ବିକାଶ, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ
୯.ମନସୁଖ ଲାଲ ମାଣ୍ଡଭ୍ୟା ଜାହାଜ ଚଳାଚଳ, ସାର ଓ ରସାୟନ
ରାଷ୍ଟ୍ରମନ୍ତ୍ରୀ
୧.ଫଗନ ସିଂହ ପୁଲସ୍ତେ ଇସ୍ପାତ
୨.ଅଶ୍ବିନୀ କୁମାର ଚୌବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
୩.ଅର୍ଜୁନ ରାମ ମେଘୱାଲ ସଂସଦୀୟ ବ୍ୟାପାର, ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ
୪.ଜେନେରାଲ ବିଜୟ କୁମାର ସିଂହ ସଡ଼କ ପରିବହନ ଏବଂ ରାଜପଥ
୫.କୃଷ୍ଣ ପାଲ ଗୁର୍ଜର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ
୬.ରାଓସାହେବ ଦାଦାରାଓ ଦାନବେ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ
୭.ଜି. କିଷନ ରେଡ୍ଡୀ ସ୍ବରାଷ୍ଟ୍ର ବ୍ୟାପାର
୮.ପୁରୁଷୋତ୍ତମ ରୂପାଲା କୃଷି ଏବଂ କୃଷକ କଲ୍ୟାଣ
୯.ରାମଦାସ ଅଠାୱାଲେ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ
୧୦.ସାଧ୍ବୀ ନିରଞ୍ଜନ ଜ୍ୟୋତି ଗ୍ରାମ୍ୟ ଉନ୍ନୟନ
୧୧.ବାବୁଲ ସୁପ୍ରିୟୋ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ
୧୨ଡ଼କ୍ଟର ସଞ୍ଜୀବ କୁମାର ବାଲ୍ୟାନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ
୧୩.ଘୋତ୍ରେ ସଞ୍ଜୟ ଶ୍ୟାମ ରାଓ ମାନବ ସମ୍ବଳ ବିକାଶ, ଯୋଗାଯୋଗ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା
୧୪.ଅନୁରାଗ ସିଂହ ଠାକୁର ଅର୍ଥ ଏବଂ କର୍ପୋରେଟ ବ୍ୟାପାର
୧୫.ସୁରେଶ ଅଙ୍ଗାଦି ରେଲୱେ
୧୬.ନିତ୍ୟାନନ୍ଦ ରାୟ ସ୍ବରାଷ୍ଟ୍ର ବ୍ୟାପାର
୧୭.ରତନ ଲାଲ କଟ୍ଟାରିୟା ଜଳଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
୧୮.ବି. ମୁରଲୀଧରନ ବହିଃବ୍ୟାପାର, ସଂସଦୀୟ ବ୍ୟାପାର
୧୯.ରେଣୁକା ସିଂହ ସରୁତା ଆଦିବାସୀ ବ୍ୟାପାର
୨୦.ସୋମ ପ୍ରକାଶ ବାଣିଜ୍ୟ ଏବଂ ଶିଳ୍ପ
୨୧.ରାମେଶ୍ବର ତେଲି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
୨୨.ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏମଏସଏମଇ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ
୨୩.କୈଳାଶ ଚୌଧୁରୀ କୃଷି ଏବଂ କୃଷକ କଲ୍ୟାଣ
୨୪.ଦେବଶ୍ରୀ ଚୌଧୁରୀ ମହିଳା ଏବଂ ଶିଶୁ ବିକାଶ



