ବାଲେଶ୍ବର: କଟକରେ ପୁଲିସ-ଆଇନଜୀବୀ ବିବାଦ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବ ବାଲେଶ୍ବରରେ ମଧ୍ୟ ଦେଖିବାକୁ ମିଳିଛି। ପୁଲିସକୁ ଗିରଫ ଦାବିରେ ବାଲେଶ୍ବର ବାର ଆସୋସିଏସନ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଜିଲା ଦୌରାଜର୍ଜଙ୍କ କୋର୍ଟର ମୁଖ୍ୟ ଫାଟକରେ ଓକିଲମାନେ ତାଲା ପକାଇ ଦେଇଛନ୍ତି। ଏହାସହ ଟାୟାର ଜାଳି ରାସ୍ତା ମଧ୍ୟ ଅବରୋଧ କରିଛନ୍ତି। ଓକିଲଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାରୁ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
Popular Categories



