କେନ୍ଦୁଝର : ପୁଲିସ କର୍ମଚାରୀ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସଦର ଥାନା ଏଏସ୍ଆଇ ଗୌତମ ଦାସଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି। ଖବର ଅନୁସାରେ, ଜବତ ଗାଡ଼ି ଛାଡ଼ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।
Popular Categories



