www.samajalive.in
Sunday, December 14, 2025
26.1 C
Bhubaneswar

ବାରିକେଡ୍‌ କାର୍  ଧକ୍କା କରିବା ପରେ ପୁଲିସକୁ ବେସ୍‌ବଲ୍‌ ବ୍ୟାଟରେ ପିଟିଲେ ମଦ୍ୟପ

ଗୁରୁଗ୍ରାମ . – ବାରିକେଡ୍‌ରେ କାର୍ ଧକ୍କା କରିବା ପରେ  କିଛି ଲୋକ ପୁଲିସ କର୍ମଚାରୀମାନଙ୍କୁ ବେସ୍ ବଲ୍ ବ୍ୟାଟରେ  ପିଟିଥିବା ଘଟଣା ସାମ୍ନାକୁ ଆସିଛି । ହରିୟାନାର ଝାଜରିଆରେ ଏକ ଏସ୍‌ୟୁଭି   ବିଦ୍ୟୁତ ଖୁଣ୍ଟରେ ପିଟିବା ହେବାପରେ ବାରିକେ଼ଡ୍‌ ଧକ୍କା କରିଥିଲା । ଏହାପରେ ପୁଲିସ ପକ୍ଷରୁ କରାଯାଇଥିବା ବାରିକେଡ୍‌ ଦୃତ ଗତିର ଧକ୍କା ଦେଇ ପଳାଇବା ପାଇଁ ଚେଷ୍ଟା କରିଥଲା । ସେଠାରେ ଉପସ୍ଥିତ ଥିବା ପୁଲିସ କନେଷ୍ଟବଳ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା   କରିଥିଲେ । ଏତିକି ବେଳେ ଏହି ଗାଡି ଭିତରୁ ଜଣେ ବ୍ୟକ୍ତି ଏକ ବେସ୍ ବଲ ବ୍ୟାଟ ସହ ଆସି  ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀଙ୍କ ମୁଣ୍ଡକୁ  ଜୋରରେ ପିଟି  ଦେଇଥିଲା । ପରେ ତା ପଛେ ପଛେ ଆଉ ଜଣେ ଏକ ବାଡି ଧରି ଆସି ଅନ୍ୟ ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲା । ପରେ ଗାଡି ଚାଳକ ସହ ଏମାନେ ଦୃତଗତିରେ ସେଠାରୁ ପଳାଇଥିଲେ।

ଏହି ଆକ୍ରମଣରେ  କନେଷ୍ଟବଳ ରାକେଶ କୁମାର, ଏସ୍‌ପିଓ ମୁକଶ କୁମାର ଏସ୍‌ପିଓ କନଓ୍ୱର ସିଂ ଗୁରୁତର ହୋଇଛନ୍ତି । ଏମାନଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories