www.samajalive.in
Sunday, December 14, 2025
26.1 C
Bhubaneswar

ଖାଦ୍ୟ ସୁରକ୍ଷାର ମେରୁଦଣ୍ଡ ଆମ କୃଷକ – ପ୍ରଧାନମନ୍ତ୍ରୀ

ଡେସ୍କ: ଦେଶର ବିକାଶରେ କୃଷକମାନଙ୍କର ଯଥେଷ୍ଟ ଅବଦାନ ରହିଛି ଓ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଖାଦ୍ୟ ସୁରକ୍ଷାର ମେରୁଦଣ୍ଡ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଚଳିତ ରବିଋତୁରେ ୨୬୦ ଲକ୍ଷ ମେଟ୍ରିକ୍‌‌ ଟନରୁ ଅଧିକ ଗହମ ସଂଗ୍ରହ ହୋଇଥିବା ପ୍ରଧାନମନ୍ତ୍ରୀ କହିବା ସହ ଏହା ଗତବର୍ଷ ତୁଳନାରେ ଏହା ୭୪ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଅଧିକ ବୋଲି ଜଣାପଡିଛି। ଗତବର୍ଷ ୧୮୮ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଗହମ ସଂଗ୍ରହ କରାଯାଇଥିଲା।

ଖାଉଟି ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଗହମ ସଂଗ୍ରହରୁ ୨୧ ଲକ୍ଷରୁ ଅଧିକ କୃଷକ ଉପକୃତ ହୋଇଛନ୍ତି।ସେମାନେ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୪୭ ହଜାର କୋଟି ଟଙ୍କା ପାଇଛନ୍ତି। ମନ୍ତ୍ରଣାଳୟ କହିଛି, ୨୦୨୨-୨୩ ଖରିଫ୍‌‌ ଋତୁରେ ଗତମାସ ଶେଷ ସୁଦ୍ଧା ୩୮୫ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଧାନ ସଂଗୃହୀତ ହୋଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories